ଖଣ୍ଡଗିରି ଯାତ୍ରା ପାଇଁ ଆସିଲା ବିଏମ୍‌ସିର ଗାଇଡଲାଇନ

ବିଧିରେ ହେବ ମେଳା, ଯାତ୍ରା, ଦୋକାନ ବଜାର ବନ୍ଦ, ୨ ବର୍ଷରେ ୮ କୋଟି କ୍ଷତି ଖଣ୍ଡଗିରି : ମାସ ମାସ ଧରି ରିହର୍ସାଲ ପରେ ଖଣ୍ଡଗିରି ପଡ଼ିଆରେ ହୋଇଥାଏ ପରୀକ୍ଷା। କେଉଁ ଯାତ୍ରା ପାର୍ଟି କେଉଁ ନୂଆ ନାଟକ ନେଇ ଆସିଲେ, କେମିତି ପ୍ରଦର୍ଶନ କରୁଛନ୍ତି; ତାକୁ ନେଇ ସବୁଠି ଚର୍ଚ୍ଚା, ଆଲୋଚନା ଚାଲେ। ରାଜଧାନୀ ଛାତି ଉପରେ ଯାତ୍ରା ପାର୍ଟିମାନେ ସେମାନଙ୍କର ସଫଳତାର ସାର୍ଟିଫିକେଟ୍‌ ନେଇ ଅବଶିଷ୍ଟ … Continue reading ଖଣ୍ଡଗିରି ଯାତ୍ରା ପାଇଁ ଆସିଲା ବିଏମ୍‌ସିର ଗାଇଡଲାଇନ